16 |
ବର୍ତ୍ତମାନ, ହେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର, ତୁମ୍ଭର ଦାସ ଦାଉଦଙ୍କୁ ଦତ୍ତ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତୁମ୍ଭେ ଏହା ପ୍ରତିଜ୍ଞା କରିଥିଲ ; ତୁମ୍ଭେ କହିଲ, 'ଦାଉଦ, ତୁମ୍ଭର ଭବିଷ୍ଯତ ବଂଶଧରମାନଙ୍କରୁ ଜଣେ ସର୍ବଦା ମାେ ସମ୍ମୁଖ ରେ ଇଶ୍ରାୟେଲର ସିଂହାସନ ଉପରେ ବିରାଜମାନ ହବେ। ଯଦି ତୁମ୍ଭର ପୁତ୍ରମାନେ ନିଜର କର୍ମ ସାବଧାନତା ପୂର୍ବକ କରିବେ, ତବେେ କବଳେ ଏହା ଘଟିବ। ତୁମ୍ଭେ ଯେପରି ମାରେ ଆଇନ୍ସବୁ ପାଳନ କରିଅଛ, ସହେିପରି ସମାନଙ୍କେୁ ମଧ୍ଯ ମାରେ ଆଇନ୍ ମାନିବାକୁ ପଡ଼ିବ।'
|
33 |
ତବେେ ତୁମ୍ଭେ ଯେଉଁ ସ୍ବର୍ଗ ରେ ବାସ କର, ସଠାରୁେ ଥାଉ, ସହେି ବିଦେଶୀ ବ୍ଯକ୍ତିର କଥା ଶୁଣ ଓ ତାହାର ପ୍ରାର୍ଥନା ରେ ଉତ୍ତର ଦିଅ। ତବେେ ତୁମ୍ଭର ଲୋକ ଇଶ୍ରାୟେଲ ଯେପରି ତୁମ୍ଭକୁ ସମ୍ମାନ କରନ୍ତି, ସହେିପରି ସାରା ପୃଥିବୀର ଲୋକମାନେ ତୁମ୍ଭର ନାମକୁ ଜାଣିବେ, ଓ ତୁମ୍ଭକୁ ସମ୍ମାନ କରିବେ। ଆଉ, ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଯେ ତୁମ୍ଭ ନାମ ରେ ନାମିତ, ଏହା ପୃଥିବୀସ୍ଥ ସମସ୍ତ ଲୋକ ଜାଣିବେ।
|
38 |
ଆଉ, ତା'ପରେ ସମାନେେ ବନ୍ଦୀରୂପେ ରହିଥିବା ଦେଶ ରେ ସମାନଙ୍କେର ସମସ୍ତ ହୃଦଯ ଓ ଆତ୍ମା ସହିତ ତୁମ୍ଭ ନିକଟକୁ ଫରେିବେ। ଆଉ ସମାନେେ ସମାନଙ୍କେର ଦେଶ, ଯେଉଁ ଦେଶ ତୁମ୍ଭେ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଦଇେଥିଲ ଓ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଚାହିଁ ପ୍ରାର୍ଥନା କରିବେ। ଆଉ ମୁଁ ତୁମ୍ଭ ନାମ ନିମନ୍ତେ ନିର୍ମାଣ କରିଥିବା ମନ୍ଦିର ଆଡ଼େ ଚାହିଁ ସମାନେେ ପ୍ରାର୍ଥନା କରିବେ।
|